Jump to content

ଚିତ୍ରଲେଖା

ଉଇକିଅଭିଧାନ‌ରୁ

ଚିତ୍ରଲେଖା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବାଣରାଜଙ୍କ ମନ୍ତ୍ରୀ କୁଷ୍ମାଣ୍ଡ଼ର କନ୍ୟା; ଉଷାର ସଖୀ —୧. A companion of Ushā, the daughter of king Bāṇa.
୨. ଅପ୍ସରୋବିଶେଷ — ୨. Name of a heavenly nymph.
୩. ସଂସ୍କୃତ ଛନ୍ଦୋବିଶେଷ (୧୮: ଅକ୍ଷର୨୩୫୬: ବର୍ଣ୍ଣ ଲଘୁ) —୩. A metre with with ୧୮ letters having its ୨nd, ୩rd, ୫th and ୬th letters short.


୪. ଚିତ୍ର ଆଙ୍କିବାର ତୁଳିକା —୪. Painter's brush.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିତ୍ର ଅଙ୍କନ —୧. Drawing of pictures.
୨. ସାରୀ —୨. The myna bird.
୩. ମୟୁର —୩. Pea-cock.

ବିଲୋକୁଥାଇଁ ଚିତ୍ରଲେଖା ବିଲୋକୁ ଥାଇଁ ଚିତ୍ରଲେଖାପୂର୍ଣ୍ଣ ଭଞ୍ଜ. ବୈଦେହୀଶବିଳାସ