Jump to content

ଚିତ୍ରଶାଳା

ଉଇକିଅଭିଧାନ‌ରୁ

ଚିତ୍ରଶାଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିତ୍ରସଂଗ୍ରହ ଗୃହ, ଯେଉଁ ଘରେ ନାନା ସ୍ଥାନରୁ ସଂଗୃହୀତ ଚିତ୍ରମାନ ରଖାଯାଇଥାଏ — ୧. Picture-gallery; art-gallery.
୨. ଯେଉଁ ସ୍ଥାନରେ ପ୍ରକୃତ ସାହିତ୍ୟ, ଇତିବୃତ୍ତ ସଂକ୍ରାନ୍ତ ବସ୍ତୁ ଓ ଶିଳ୍ପସାଧିତ ବସ୍ତୁସବୁ ପ୍ରଦର୍ଶନାର୍ଥ ସଞ୍ଚିତ ହୋଇ ଥାଏ —୨. Art-museum.
୩. ଯେଉଁଠାରେ ଚିତ୍ରକର ଛବି ଆଙ୍କେ — ୩. Painter's studio.