Jump to content

ଚିତ୍ରଶିଖଣ୍ଡୀ

ଉଇକିଅଭିଧାନ‌ରୁ

ଚିତ୍ରଶିଖଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିତ୍ର+ଶିଖଣ୍ଡ+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ମରୀଚି ପ୍ରମୁଖ ସପ୍ତ ଋଷି —୧. The collective name of ୭ sages-Marīchi and six others.
୨. ସପ୍ତର୍ଷି ନକ୍ଷତ୍ରମଣ୍ଡଳ — ୨. The constellation of Ursa major.

[ଦ୍ରଷ୍ଟବ୍ୟ —ମରୀଚି, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ ଓ ବଶିଷ୍ଠ ଏହିମାନଙ୍କ ନାମରେ ଚିହ୍ନିତ ନକ୍ଷତ୍ରପୁଞ୍ଜକୁ ସପ୍ତର୍ଷିମଣ୍ଡଳ କୁହାଯାଏ; ଏହି ଋଷିମାନେ ଚିତ୍ରଶିଖଣ୍ଡୀ ନାମରେ ପରିଚିତ ନକ୍ଷତ୍ର ତଳେ ନୋଟ ଦେଖ]