Jump to content

ଚିତ୍ରସେନ

ଉଇକିଅଭିଧାନ‌ରୁ

ଚିତ୍ରସେନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — ୧. Name of a son of Dhṛutarāshṭra.
୨. ଗନ୍ଧର୍ବବିଶେଷ; ଗନ୍ଧର୍ବରାଜ ବିଶ୍ୱାବସୁଙ୍କ ପୁତ୍ର ଓ ଅର୍ଜୁନଙ୍କର ଶଙ୍ଗୀତଶିକ୍ଷକ —୨. Name of a Gandharba, the music precepter of Arjuna.
୩. ପାଣ୍ଡବପକ୍ଷୀୟ ବୀରବିଶେଷ — ୩. Name of a warrior who fought for the Pāṇḍabas.
୪. ପୁରୁବଂଶୀୟ ରାଜାବିଶେଷ —୪. Name of a king of the Puru dynasty.
୫. ଶମ୍ୱରାସୁରର ଏକ ପୁତ୍ର (ହରିବଂଶ) — ୫. Name of a son of demon Ṡambara.