Jump to content

ଚିତ୍ରା

ଉଇକିଅଭିଧାନ‌ରୁ

ଚିତ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚିତ୍ର+ଆ)

[ସମ୍ପାଦନା]
୧. ଚତୁର୍ଦଶ ନକ୍ଷତ୍ର; ନକ୍ଷତ୍ରବିଶେଷ; (ନକ୍ଷତ୍ର ତଳେ ନୋଟ ଦେଖ) —୧. The ୧୪th of the ୨୭ lunar mansions.

[ଦ୍ରଷ୍ଟବ୍ୟ —ଏହା ନିକଟରେ ଚନ୍ଦ୍ର ଥିବା ସମୟରେ ସୁନ୍ଦର ଦେଖା ଯାଆନ୍ତି]

ଚିତ୍ରା ସଙ୍ଗେ ଏବେ ମିଳିଲେ ଚନ୍ଦ୍ରମା—ରାଧାନାଥ. ଚିଲିକା

୨. ଅପ୍ସରୋବିଶେଷ — ୨. Name of a heavenly nymph.
୩. ଚିତିସାପ —୩. The spotted snake.
୪. ୧୫: ଅକ୍ଷରର ସଂସ୍କୃତ ଛନ୍ଦୋବିଶେଷ — ୪. Name of a Sanskrit metre of ୧୫ syllables.
୫. ନଦୀବିଶେଷ —୫. Name of a river.
୬. ରାଧିକାଙ୍କ ସଖୀବିଶେଷ —୬. Name of one of the companions of Rādhikā.
୭. ମଞ୍ଜିଷ୍ଠା —୭. The Indian madder.
୮. ମାୟା —୮. Delusion.
୯. ମୂଷିକପର୍ଣ୍ଣୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୯. Mūshikaparṇṇī (See)
୧. କାକୁଡ଼ି (ହିନ୍ଦୀ - ଶବ୍ଦସାଗର) —୧୦. Cucumber.
୧୧. ଗଣ୍ଡଦୁର୍ବା (ହିନ୍ଦୀ - ଶବ୍ଦସାଗର) — ୧୧. A kind of knotted grass.
୧୨. ଦନ୍ତୀବୃକ୍ଷ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୨. Dantī (tree) (See)
୧୩. ବାଇବିଡ଼ଙ୍ଗ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୩. Bāibiṟḍ̠aṇga (See).
୧୪. ଆଖୁକର୍ଣ୍ଣୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୪. Ākhukarṇṇī (See)


୧୫. ଜୁଆଣି (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୫. j̄uāṇi (See)
୧୬. ଭୈରବ ରାଗର ସ୍ତ୍ରୀ ରାଗିଣୀ (ହିନ୍ଦୀ - ଶବ୍ଦସାଗର) — ୧୬. Name of a secondary musical note.
୧୭. ଚିତ୍ରିତହେବା ଗାଭୀ (ହିନ୍ଦୀ - ଶବ୍ଦସାଗର) — ୧୭. A mottled cow.
୧୮. ପ୍ରାଚୀନ ତନ୍ତ୍ରୀବାଦ୍ୟବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୮. A stringed musical instrument of ancient India.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରିତ)

[ସମ୍ପାଦନା]

ଚିତ୍ରିତ —Painted.