ଚିତ୍ରାଙ୍ଗଦ
ଦେଖଣା
ଚିତ୍ରାଙ୍ଗଦ
ଉଚ୍ଚାରଣ
[ସମ୍ପାଦନା](ଚିତ୍ରାଙ୍ଗଦା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ଫୁ (ନାମ)—(ବହୁବ୍ରୀହି; ଚିତ୍ର=ଅଦ୍ଭୁତ+ଅଙ୍ଗଦ =ବାହୁଭୁଷଣ)
[ସମ୍ପାଦନା]- ୧. ଚନ୍ଦ୍ରବଂଶୀୟ ଶାନ୍ତନୁ ରାଜାଙ୍କ ଏକ ପୁତ୍ର —୧. A son of king Ṡāntanu.
[ଦ୍ରଷ୍ଟବ୍ୟ — ଏ ସତ୍ୟବତୀଙ୍କ ଗର୍ଭରୁ ଜନ୍ମିଥିଲେ ଓ ବିଚିତ୍ରବୀର୍ଯ୍ୟଙ୍କ ଛୋଟ ଭାଇ]
- ୨. ଗନ୍ଧର୍ବବିଶେଷ — ୨. Name of a Gandharba.
- ୩. କଳିଙ୍ଗ ବା ଦଶାର୍ଣ୍ଣ ଦେଶର ଜନୈକ ନରପତି (ମହାଭାରତ) —୩. Name of a king of ancient Kaḻiṅga.