Jump to content

ଚିତ୍ରାଙ୍ଗି ଦେବା

ଉଇକିଅଭିଧାନ‌ରୁ

ଚିତ୍ରାଙ୍ଗି ଦେବା

ଉଚ୍ଚାରଣ

[ସମ୍ପାଦନା]

(ଚିତ୍ରାଙ୍ଗି କାଟିବା) (ଚିତ୍ରାଙ୍ଗିବତାଇବା)ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚିତା କାଟିବା; ଧପା ମାରିବା; ପ୍ରତାରଣା କରିବା —୧. To cheat.
୨. ଲୁଚିକରି ପଳାଇବା — ୨. To fly away stealthily.