Jump to content

ଚିତ୍ରାର୍ପିତ

ଉଇକିଅଭିଧାନ‌ରୁ

ଚିତ୍ରାର୍ପିତ

ଉଚ୍ଚାରଣ

[ସମ୍ପାଦନା]
(ଚିତ୍ରାର୍ପିତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (୭ମୀ ତତ୍; ଚିତ୍ର+ଅର୍ପିତ)

[ସମ୍ପାଦନା]
୧. ଚିତ୍ରପଟରେ ଅଙ୍କିତ —୧. Painted in a picture.
୨. ଚିତ୍ରପଟରେ ଅଙ୍କିତ ଛବି ବା ଚିତ୍ର ପରି ନିଶ୍ଚଳ —୨. Still or quiet as a painting.

ଚାହିଁ ଚାହିଁ ତୋ ସରଣୀ ,କକୁଭକୁରେ ତରୁଣି, ଚିତ୍ରାର୍ପିତ ପରି ଥଇଲା ବସି— କବିସୂର୍ଯ୍ୟ. କିଶୋରଚମ୍ପୁକ ଚ ଗୀତ