ଚିତ୍ରାଶ୍ୱ
ସତ୍ୟବାନ; ସାବିତ୍ରୀଙ୍କ ସ୍ୱାମୀ — Satyabān, the husband of Sābitrī.
ସତ୍ୟବାନ ଚିତ୍ରରେ ଅଶ୍ୱତ ଲେଖନ୍ତି, ଏହି ସକାଶରୁ ଚିତ୍ରାୟ ସେ ବୋଲନ୍ତି କୃଷ୍ଣସିଂହ. ମହାଭାରତ ବନପର୍ବ