Jump to content

ଚିତ୍ରିତ

ଉଇକିଅଭିଧାନ‌ରୁ

ଚିତ୍ରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଚିତ୍ର ଧାତୁ=ଚିତ୍ରିତ କରିବା+କର୍ମ. ତ)

[ସମ୍ପାଦନା]
୧. ରଞ୍ଜିତ; ଚିତ୍ରାର୍ପିତ —୧. painted.
୨. ଆଙ୍କିତ —୨. Drawn; delineated.
୩. ବିଚିତ୍ର —୩. Variegated; chequred.
୪. ନାନା ବର୍ଣ୍ଣବିଶିଷ୍ଟ — ୪. Of various colours.
୫. ଚିହ୍ନଯୁକ୍ତ; ଛପିଛପିକିଆ — ୫. Spotted; mottled.