ଚିତ୍ରିବା
ଦେଖଣା
ଚିତ୍ରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତ୍ରିବା
|
ଦେଶଜ - କ୍ର
[ସମ୍ପାଦନା]- ୧. ଚିତ୍ରିତ କରିବା — ୧. To paint.
ଚତ୍ରଇ ଚରଣ ଅଳତାବୋଳା— କବିସୂର୍ଯ୍ୟ. କବିତା
- ୨. (ଲକ୍ଷଣାର୍ଥ) ଚରିତ୍ର ଚିତ୍ରଣ କରିବା; ବର୍ଣ୍ଣନା କରିବା — ୨. (flgurative) To paint; to describe vividly.
ଚିତ୍ରଛନ୍ତି ମହା—ଆଦି—ଚିତ୍ରକର—ମଧୁସୂଦନ. କୁସୁମାଞ୍ଜଳି