ଚିତ୍ରୋତ୍ତର
ଦେଖଣା
ଚିତ୍ରୋତ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କନ୍ୟାଳଙ୍କାରବିଶେଷ; ଯହିଁର ପ୍ରଶ୍ନ ଓ ଉତ୍ତର ଏକ ସଙ୍ଗେ ଏକ ରଚନାରେ ଥାଏ — An aritistic camposition which is the questtion and the answar at the' same time.
(ଯଥା— କା କାଳ୍ମୀ, କା ମଧୁରା, କା ଶୀତଳବାହୀନୀ ଗଙ୍ଗା, କେ ଦାରପୋଷଣରତା, କଂ ବଳବନ୍ତଂ ନ ବାଧେତେ ଶୀତଃ ଏଥିରେ ୫ଟି ବାକ୍ୟ ପ୍ରଶ୍ନରୂପେ ଓ ସେହି ୫ଟି ବାକ୍ୟ ଉକ୍ତ ପ୍ରଶ୍ନର ଉତ୍ତର ରୂପେ ରଚିତ)