ଚିତ୍ ପଟ୍
ଦେଖଣା
ଚିତ୍ ପଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବୀପରୀତାର୍ଥକ ସହଚର)
[ସମ୍ପାଦନା]ମୁଁହପାଖ ଓ ପିଠିପାଖ; କୌଣସି ଦୋମୁଁହା ପଦାର୍ଥର ଉପରମୁଁହ ଓ ତଳମୁଁହ (ଯଥା—ମୁଦ୍ରା, କଉଡ଼ି) — Head and tail;cross and pile; front and back (e.g. of a coin)
ଦେଶଜ - ବିଶେଷଣ -
[ସମ୍ପାଦନା]ଚିତ୍ପଟାଙ୍ଗ୍ (ଦେଖ) - — Chitpaṭāṇg (See)