Jump to content

ଚିଦାନନ୍ଦ

ଉଇକିଅଭିଧାନ‌ରୁ

ଚିଦାନନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରାହି; ଚିତ୍+ଆନନ୍ଦ; ଚିତ୍=ଜ୍ଞାନ ଓ ଆନନ୍ଦ ଅଛି ଯାହାର)

[ସମ୍ପାଦନା]
୧. ଚୈତନ୍ୟମୟ ଓ ଜ୍ଞାନମୟ ବ୍ରହ୍ମ; ପରମାତ୍ମା — ୧. The universal Soul.
୨. ପରମଜ୍ଞାନୀ ସଦାନନ୍ଦ ଶିବ —୨. God ṡiba.