ଚିନା
ଦେଖଣା
ଚିନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଚୀନକ)—ଏକଜାତୀୟ ଗୋଲାକୃତିବିଶିଷ୍ଟ କ୍ଷୁଦ୍ର ଶସ୍ୟ —୧. A kind of small grain; millet.
- ୨. ଚାରି କାଇଁଚ ପରିମାଣ କ୍ଷୁଦ୍ର ଓଜନ; ସୁନା, ରୂପା ଓଜନ କରିବାର ପରିମାଣ କ୍ଷୁଦ୍ର ଓଜନ; ସୁନା, ରୂପା ଓଜନ କରିବାର ପରିମାଣବିଶେଷ —୨. A small weight equal to ୪ kāin̄chas; one grain.
ଜ୍ୟୋତି କେତେ ଚିନା କେତେକ ଧାନ ପ୍ରାଚୀ. ପରଚେଗୀତା
- ୩. (ସଂସ୍କୃତ - ଚିହ୍ନ ଧାତୁ)—ଚିହ୍ନା; ପରିଚୟ — ୩. Acquaintance.
- ୪. (ସଂସ୍କୃତ - ଚୀନ)—ଚୀନଦେଶବାସୀ ମନୁଷ୍ୟ — ୪. A chinaman
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚିହ୍ନିତ)
[ସମ୍ପାଦନା]ଚିହ୍ନା; ପରିଚିତ — Acquainted; well known.
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]- ୧. ଚିନଦେଶୀୟ — ୧. Pertaining to China.
(ଯଥା—ଚିନା ଘାସ, ଚିନା କପୁର, ଚିନା ମାଟି, ଚିନା ବାସନ ଇତ୍ୟାଦି)
- ୨. ପ୍ରଥମରେ ଚୀନ ଦେଶରୁ ଆନୀତ — ୨. Originally imported from China.
- ୩. ଚୀନଦେଶୋତ୍ପନ୍ନ —୩. Produced in China.
- ୪. ଚୀନ ଦେଶବାସୀ — ୪. Belonging to or residing in China; Chinese.