Jump to content

ଚିନାଏ

ଉଇକିଅଭିଧାନ‌ରୁ

ଚିନାଏ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ଚିନା ପରିମାଣ —One grain only.

ବିଶେଷଣ -

[ସମ୍ପାଦନା]
୧. ଏକଚିନା ପରିମିତ — ୧. A grain of.

 : (ଲକ୍ଷଣାର୍ଥ) ଟିକିଏ ମାତ୍ର —୨. (Eigurative) A little of; a grain or particle of; a bit of.

ବିନାଏଁ ତ ଖେଦ ନାହିଁ ମୋର କବିସୂର୍ଯ୍ୟ. କୀଶୋରୀଚମ୍ପୂ ଚ. ଗୀତ

[ ଦ୍ର—ତୁଳନା କର; ଏହିପରି ଲକ୍ଷାର୍ଥଯୁକ୍ତ ରତିଏ, ଧୋନେ]