ଚିନାକପୂର
ଦେଖଣା
ଚିନାକପୂର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିନାକପୂର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀନକକର୍ପୂର)
[ସମ୍ପାଦନା]କର୍ପୂର ଗଛର କାଠକୁ ନିଆଁରେ ସିଝାଇ ଯେଉଁ କପୂର ବାହାର କରାଯାଏ (କପୂର ଦେଖ) —Camphor extrated from the wood of a tree; Cinnamonum Camphora.