ଚିନାଘୋଡ଼ା
ଦେଖଣା
ଚିନାଘୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିନାଘୋଡ଼ା
|
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଚୀନକ+ଘୋଟକ)
[ସମ୍ପାଦନା]ଯେଉଁ ଘୋଡ଼ାର ୪ଗୋଡ଼ ଧଳା ଓ ଦେହଯାକ ଲାଲ ଓ ଧଳା ରଙ୍ଗମିଶା ଲୋମ ଥାଏ — A horse with white legs and body covered with white and red hairs.