Jump to content

ଚିନିସିନ୍ଦୁର

ଉଇକିଅଭିଧାନ‌ରୁ

ଚିନିସିନ୍ଦୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଚୀନ ଦେଶରୁ ଏ ଦେଶ ଆସୁଥିବାରୁ)

[ସମ୍ପାଦନା]

ଏକପ୍ରକାର ଉତ୍କୃଷ୍ଟ ଉଜ୍ଜ୍ୱଲବର୍ଣ୍ଣ ସିନ୍ଦୁର — A kind of bright red vermillion.

[ ଦ୍ର—ପାରଦ ଓ ଗନ୍ଧକଘଟିତ ସିନ୍ଦୂରର ରଙ୍ଗ ଖୁବ୍ ଉଜ୍ଜ୍ୱଳ; ଏହାକୁ ଚିନିସିନ୍ଦୁର କହନ୍ତି ସୀସକଘଟିତ ସିନ୍ଦୂର ଫକ୍କା; ଏହାକୁ ମାଟିଆ ବା ଫକ୍କା ସିନ୍ଦୂର କହନ୍ତି ସସ୍କୃତ ଗ୍ରନ୍ଥରେ ଉଲ୍ଲିଖିତ ସିନ୍ଦୂର ସୀସକଘଟିତ ବା ନାଗସମ୍ଭବ]