Jump to content

ଚିନ୍ତକ

ଉଇକିଅଭିଧାନ‌ରୁ

ଚିନ୍ତକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚିନ୍ତ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଚିନ୍ତା ବା ଧ୍ୟାନ କରୁଥାଏ — ୧. Caring for
୨. ଚିନ୍ତାକରିବା (ବ୍ୟକ୍ତି) — ୨. Thoughtful, thinking of.