Jump to content

ଚିନ୍ତାକୁଳ

ଉଇକିଅଭିଧାନ‌ରୁ

ଚିନ୍ତାକୁଳ

ଉଚ୍ଚାରଣ

[ସମ୍ପାଦନା]
(ଚିନ୍ତାକୁଳା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଚିନ୍ତା+ଆକୁଳ)

[ସମ୍ପାଦନା]
୧. ଚିନ୍ତାଯୁକ୍ତ —୧. Thoughtful.
୨. ଉଦ୍ୱିଗ୍ନ —୨. Distracted; disturbed in mind; agitated; anxious.