ଚିନ୍ତାଭର
ଚିନ୍ତାଗ୍ରସ୍ତ; ଚିନ୍ତିତ; ଉଦ୍ୱିଗ୍ନ — Anxious.
ଲାଭିବା ଆଶେ ବୁଦ୍ଧି ନ ଆସେ ଚିନ୍ତାଭର ମତି ଅତି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି