Jump to content

ଚିନ୍ତାମଣି

ଉଇକିଅଭିଧାନ‌ରୁ

ଚିନ୍ତାମଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି)

[ସମ୍ପାଦନା]
୧. ଚାଞ୍ଛାପ୍ରଦ ରତ୍ନବିଶେଷ —୧. A fabulous gem said to give the wearer his wished for results.
୨. ପରଶୁପଥର; ସ୍ପର୍ଶମଣି — ୨. The philosopher's stone.

ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ କବିସୂର୍ଯ୍ୟ. ସଙ୍ଗୀତ

୩. ବ୍ରହ୍ମା —୩. Brahmā
୪. ବୁଦ୍ଧିବିଶେଷ —୪. One of the incarnations of Buddha.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]

ପୁରୁଷ ଓ ସ୍ତ୍ରୀଙ୍କୁ ଦିଆଯିବା ନାମ — A name given to males and females.