ଚିନ୍ତାମଣି ରଘୁନାଥ ଆଚାର୍ଯ୍ୟ
- ରୋ.ଟ୍ରା. — Chintāmaṇi raghunātha āchārj̄ya
- ଆଇ.ପି.ଏ. — tʃˈintamˌʌni ɾˈʌɡʰunˌatʰɔ atʃˈaɾdʒjo
ମାନ୍ଦ୍ରାଜ ବେଧଶାଳାର ସହକାରୀ — A co-worker of the observatory in Madras.
[ଦ୍ରଷ୍ଟବ୍ୟ — ଏ ପାଶ୍ଚାତ୍ୟ ନାବିକପଞ୍ଜିକା ଅନୁସାରେ ୧୭୯୧: ଶତାବ୍ଦୀରେ ଦୃଗ୍ଗଣିତ ପଞ୍ଚାଙ୍ଗ ନାମରେ ଖଣ୍ତିଏ ପଞ୍ଜିକା ତୈଲଙ୍ଗ ଭାଷାରେ ପ୍ରକାଶ କରଥିଲେ]