Jump to content

ଚିନ୍ତା ଖାଇବା

ଉଇକିଅଭିଧାନ‌ରୁ

ଚିନ୍ତା ଖାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଲକ୍ଷଣାର୍ଥ) ଅତିଶୟ ଭାବନା ଗ୍ରାସ କରି ଶରୀର ଓ ମନକୁ କ୍ଷୀଣ ଓ ଦୁର୍ବଳ କରି ପକାଇବା —(figurative) Too much serious thought (to rendering a person lean and lank both in the mind and the body).

(ଯଥା—ମୋତେ ଦିନରାତି ବଢ଼ିଲା ଝିଅକୁ ବିଭା କରାଇବା ଚିନ୍ତା ଖାଇଲାଣି)