ଚିନ୍ତିତ
ଦେଖଣା
ଚିନ୍ତିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଚିନ୍ତ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସ୍ମୃତ — ୧. Remembered.
- ୨. ଆଲୋଚିତ —୨. Considered.
- ୩. ଭାବିତ; ଯାହା ଚିନ୍ତା କରାଯାଇଅଛି — ୩. Thought of.
- ୪. (+କର୍ତ୍ତୃ. ତ) ଯେ ଚିନ୍ତା କରେ; ଚିନ୍ତାକାରକ — ୪. Thinking.
- ୫. ଚିନ୍ତାଯୁକ୍ତ; ଉଦ୍ୱିଗ୍ନ —୫. Anxious.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]ଚିନ୍ତା —Thought.