ଚିପିଟ୍
ଦେଖଣା
ଚିପିଟ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚ+ପିଟ୍ ଧାତୁ=ଚେପଟା କରିବା+କର୍ମ. ଅ; ନିପାତନ)
[ସମ୍ପାଦନା]- ୧. ଚୁଡ଼ା — ୧. Parched flattened rice.
- ୨. ଆଖି ପତା ଉପରେ ଆଙ୍ଗୁଠି ଚାପିଲେ ଦୃଷ୍ଟ ବସ୍ତୁ ଏକାଧିକ ବୋଲି ଦେଖାଯିବା (ହିନ୍ଦୀ - ଶବ୍ଦସାଗର) — ୨. Aberration of the eyesight due to pressing a finger on the eyelid.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚେପା —୧. Flattened.
- ୨. ଚେପାନାକା —୨. Flat-nosed.
- ୩. ବିସ୍ତୁତ —୩. Extended.