ଚିପିଟ ନାସିକ
ଦେଖଣା
ଚିପିଟ ନାସିକ
ଉଚ୍ଚାରଣ
[ସମ୍ପାଦନା](ଚିପିଟ ନାସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଚିପୀଟ+ନାସିକା)
[ସମ୍ପାଦନା]ଚେପଟାନାକା —Flat-nosed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୃହତ୍ସଂହିତା ଅନୁସାରେ କୈଳାସର ଉତ୍ତରରେ ଅବସ୍ଥିତ ଦେଶବିଶେଷ; ତାତାର ବା ମଙ୍ଗୋଲିଆ ଅଞ୍ଚଳ (ଏଠାରେ ଲୋକଙ୍କ ନାକ ଚେପଟା (ହିନ୍ଦୀ - ଶବ୍ଦସାଗର) — ୧. Tartary; Mongolia.
- ୨. ତାତାର ବା ମଙ୍ଗୋଲିୟ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୨. A Tartar or Mongolian.