Jump to content

ଚିପୁଆ

ଉଇକିଅଭିଧାନ‌ରୁ

ଚିପୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାପ)

[ସମ୍ପାଦନା]
୧. ଶଗଡ଼ର ଚକକୁ ଦୃଢ଼ କରିବା ନିମନ୍ତେ ଚକର ପରିଧିରେ ମରାଯିବା ପତଳା ଛିଲିକା — ୧. A chip or peg driven in to the rim of a wheel to make it tight.
୨. କୁରାଢ଼ିର ବେଣ୍ଟକୁ ଦୃଢ଼ କରି ରଖିବା ନିମନ୍ତେ ଦିଆଯିବା କାଠର ଖିଲ —୨. A chip of wood driven into the eye of an axe to make the handle fit tighlty into it.
୩. ହୁଗୁଳା ମୁଦି ଉପରେ ପିନ୍ଧା ଯିବା ଅଗୁଆ — ୩. Tight ring worn after a slack ring.