ଚିପୁଡ଼ା
ଦେଖଣା
ଚିପୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବସ୍ତୁକୁ ହସ୍ତଦ୍ୱାରା ସଂପୀଡ଼ିତ କରି ତହିଁରୁ ରସ ବା ଜଳ ବାହାର କରିବା — Wringing out water or juice of a thing by pressure; extracting juice or water by pressing.
ବିଶେଷଣ -
[ସମ୍ପାଦନା]ଚିପୁଡ଼ା ହୋଇଥିବା —From which water has been pressed out; squeezed.