Jump to content

ଚିପୁଲି

ଉଇକିଅଭିଧାନ‌ରୁ

ଚିପୁଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ. ନାମ—ଛୋଟିକା)

[ସମ୍ପାଦନା]
୧. ଚଟିଜୋତା; ଚମର ଗୋଟିଏ ପଟିରେ ଆଙ୍ଗୁଠି ଗଳାଇବା ପାଇଁ ଲାଗିଥିବା ଚମ ଦଉଡ଼ିଯୁକ୍ତ ଯୋତା; ଉପର ଅଂଶ ନ ଥିବା ଚଟି ଜୋତା —୧. Slippers; sandals.
୨. ସ୍ତ୍ରୀଲେକମାନେ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଯେଉଁ ମୁଦିଆଯୁକ୍ତ ଆଳଙ୍କାର ପିନ୍ଧିନ୍ତି; ଚୁଟୁକୀ — ୨. An ornamental ring worn by females on the toes.
୩. ବବୁର୍ ବାଳ; ବେଣ୍ଟି —୩. Bobbed hair; hair cut into overhanging ringlets.