ଚିମିଣିଆଁ
ଦେଖଣା
ଚିମିଣିଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚମଚଟା (ଦେଖ) - Chamachaṭā (See)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ)— ଯେ ଚେମିଣି ଚଢ଼େଇ ପରି ଚେଁ ଚେଁ ଶବ୍ଦ କରିଥାଏ — ୧. (figurative) Making a chirping or Squeaking noise like the house-bat.
- ୨. (ଲକ୍ଷଣାର୍ଥ) ଚେମିଣିଙ୍କ ପରି ଶୀର୍ଣ୍ଣ — ୨. (figurative) Very weak or lean.