Jump to content

ଚିମୁଟିବା

ଉଇକିଅଭିଧାନ‌ରୁ

ଚିମୁଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବୁଢ଼ା ଓ ବିଶି ଆଙ୍ଗୁଠିର ଟିପଦ୍ୱାରା ଅନ୍ୟ— ବ୍ୟକ୍ତିର ଅଙ୍ଗର କୌଣସି ସ୍ଥାନକୁ ଦୃଢ଼ ଭାବରେ ଚିପିବା —୧. To pinch.


ଅନୁବାଦ

[ସମ୍ପାଦନା]
୨. ଦୃଢ଼ କରି ଚିପି ଧରିବା — ୨. To gripe hard; to clutch.

(ଚିମୁଟାଇବା, ଚିମୁଟେଇବା—ଣିଜନ୍ତରୂପ)