ଚିମ୍ନି
ଦେଖଣା
ଚିମ୍ନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚିମନୀ)
[ସମ୍ପାଦନା]- ୧. କେରାସିନ୍ ଲାମ୍ପରୁ ଧୁଆଁ ବାହାରିବା ନିମନ୍ତେ ଆଲୁଅ ଚାରିପାଖେ ବେଢ଼ା ଯିବା କାଚର ନଳ — The chimney or glass tube of a kerosine- lamp.
- ୨. ଘରୁ ଓ କାରଖାନା ଭିତରୁ ଧୁଆଁ ଆକାଶକୁ ବାହାରି ଯିବା ପାଇଁ ଛାତ ଉପରେ ନିର୍ମିତ ଲୁହା ବା ଇଟାଚୁନର ବଡ଼ ନଳ —୨. Chimney of a house or factory.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]କିରାସିନ୍ ଜଳିବା ଡ଼ିବି — An open lamp for burning kerosine oil.