Jump to content

ଚିରକର୍ମା

ଉଇକିଅଭିଧାନ‌ରୁ

ଚିରକର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ (ବହୁବ୍ରୀହି; ଚିର+କର୍ମନ୍; ୧ମା. ୧ବ.)

[ସମ୍ପାଦନା]

ଦୀର୍ଘସୂତ୍ରୀ; ଯେ କୌଣସି କାର୍ଯ୍ୟକୁ ବହୁକାଳରେ କରେ —Procrastinating; dilatiry; sluggish; tardy.