Jump to content

ଚିରକୁମାର

ଉଇକିଅଭିଧାନ‌ରୁ

ଚିରକୁମାର

ଉଚ୍ଚାରଣ

[ସମ୍ପାଦନା]
(ଚିରକୁମାରୀ—ସ୍ତ୍ରୀ) 

(ଚିରକୌମାର୍ଯ୍ୟ—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଆଜୀବନ ଅବିବାହିତ — ୧. Living unmarried through life; lifelong celebate.
୨. ଯେ ଆଜୀବନ ଅବିବାହିତ ରହିବାର ବ୍ରତ କରିଅଛି —୨. A person who has taken the vow of celebacy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯାବଜ୍ଜୀବନ ବିବାହକରିବାରୂପ ବ୍ରତବିଶେଷ — A vow of lifelong Celebacy.