Jump to content

ଚିରକ୍ରୀତ

ଉଇକିଅଭିଧାନ‌ରୁ

ଚିରକ୍ରୀତ

ଉଚ୍ଚାରଣ

[ସମ୍ପାଦନା]
(ଚିରକ୍ରିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସୁପ୍ସୂପ୍ ସମାସ; ଚିର+କ୍ରୀତ)

[ସମ୍ପାଦନା]
୧. ବହୁକାଳ ହେଲା ଯାହା କିଣା ଯାଇଅଛି — ୧. Purchased since a long time.
୨. ଯାବଜ୍ଜୀବନ ନିମନ୍ତେ କିଣା ଯାଇଥିବା — ୨. Acquired for life.
୩. ଯାବଜ୍ଜୀବନ ପ୍ରଭୁପକାରଦ୍ୱାରା ପରିଶୋଧ ହୋଇ ନ ପାରିବା ଉପକାରଦ୍ୱାରା ଉପକୃତ — ୩. Benifitted beyond the hope of being ever able to repay the benifit.