Jump to content

ଚିରଚିରା

ଉଇକିଅଭିଧାନ‌ରୁ

ଚିରଚିରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଛାତ୍ର କୌଣସି ପାଠକୁ ବହୁକାଳ ଲାଗି ଆୟତ୍ତ କରେ ଓ ଥରେ ଅଭ୍ୟାସ କଲେ ତାହା ଚିରକାଳ ଭୁଲେ ନାହିଁ —A student who takes long to study a matter and does not forget it soon.

[ଦ୍ରଷ୍ଟବ୍ୟ — ଶିଷ୍ୟ ବା ଛାତ୍ର ୪ ପ୍ରକାର—୧ ଚିରଚିରା—ଯେ ପାଠକୁ ବିଳମ୍ୱରେ ଆୟତ୍ତ କରେ ଓ ବିଳମ୍ୱରେ ପାଶୋରେ ୨ ଚିରବେଗା—ଯେ ପାଠକୁ ବିଳମ୍ୱରେ ଆୟତ୍ତ କରେ କିନ୍ତୁ ଚଞ୍ଚଳ ପାଶୋରି ପକାଏ ୩—ବେଗବେଗା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ ଓ ଚଞ୍ଚଳ ପାଶୋରିପକାଏ ୪—ବେଗଚିରା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ କିନ୍ତୁ ବିଳମ୍ୱରେ ପାଶୋରେ ଏଥି ମଧ୍ୟରୁ ୪ର୍ଥ ଶ୍ରେଣୀର ଛାତ୍ର ବୁଦ୍ଧିମାନ୍ ଓ ପ୍ରଶଂସାର୍ହ]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍କାର)

ଚିରିଚିରା (ଦେଖ) - Chirichirā (See)