ଚିରଜୀବକ
ଦେଖଣା
ଚିରଜୀବକ
ଉଚ୍ଚାରଣ
[ସମ୍ପାଦନା](ଚିରଜୀବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚିର+ଜୀବ୍ ଧାତୁ=ବଞ୍ଚିରହିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଦୀର୍ଘାୟୁଃ; ଦୀର୍ଘଜୀବୀ; ଯେ ଅନେକ ଦିନ ବଞ୍ଚେ —୧. Long-lived.
- ୨. ଅମର —୨. Undying; immortal.
ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. କାକ —୨. The crow.
- ୩. ମାର୍କଣ୍ଡେୟ ଋଷି —୩. Sage Mārkaṇḍeya (said to be still alive).
- ୪. ଶାଳ୍ମଳୀ ଗଛ; ଶିମିଳିଗଛ —୪. The silk-cotton tree; Bambax Haptaphyllia.
- ୫. ଅଶ୍ୱଥିମା —୫. AṡwatthāmĀ, the son of Droṇāchyārjīya.
- ୬. ବଳିରାଜା —୬. Baḻi, the king who was pressed down in to the nether regions by Bishṇu in his incarnation of Bāmana.
- ୭. ବ୍ୟାସଦେବ —୭. Byāsa, the auther of the Mahābhārata.
- ୮. ପରଶୁରାମ —୮. Paraṡurām.
- ୯. ହନୁମାନ୍ —୯. Hanumān, the devoted follwer of Rāmchandra.
- ୧. ବିଭୀଷଣ —୧୦. Bibhīshaṇa, the brother of Rāhaāa.
- ୧୧. କୃପ —୧୧. Kṛupa, the preceptor of the Pandu and Kuru princes in archery.
[ଦ୍ରଷ୍ଟବ୍ୟ —ପୁରାଣ ମତରେ ଅଶ୍ୱଥିମା, ବଳି, ବ୍ୟାସ, ହନୁମାନ, ବିଭୀଷଣ. କୃପ ଓ ପରଶୁରାମ ୮ ଜଣ ଅମର ଓ ପ୍ରତିଦିନ ସକାଳେ ଏମାନଙ୍କ ନାମ ସ୍ମରଣ କରିବା ଲୋକ ଦୀର୍ଘାୟୁ ହୁଏ]
- ୧୨. (ବୈଦିକ) ଜୀବକ ନାମକ ବୃକ୍ଷ — ୧୨. Name of a very rare medicinal plant.