Jump to content

ଚିରଜୀବନ

ଉଇକିଅଭିଧାନ‌ରୁ

ଚିରଜୀବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟର ଜୀବିତ କାଳ — The lifetime of a person.

କ୍ରି. ବିଶେଷଣ -

[ସମ୍ପାଦନା]

ଆଜୀବନ; ଜୀଇଁବା ପର୍ଯ୍ୟନ୍ତ — Till death; for life.