ଚିରଞ୍ଜି
ଦେଖଣା
ଚିରଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଚିର+ବୀଜ)
[ସମ୍ପାଦନା]- ୧. ପିୟାଳ ବୃକ୍ଷ — ୧. Buchanonia latifolia (a wild timber-tree).
- ୨. ପିୟାଳଫଳ; ଏକପ୍ରକାର ବାଦାମ — ୨. Seed of the Chironjia Sapida.
[ଦ୍ରଷ୍ଟବ୍ୟ —ଏହି ମଞ୍ଚିର ଶସ ବାଦାମ ପରି ସୁସ୍ୱାଦୁ ଓ ଏଥିରୁ ଏକପ୍ରକାର ତେଲ ବାଦରେ ପଶ୍ଚିମ ଅଞ୍ଚଳରେ ଏହି ତେଲ (ଆମ ଦେଶରେ ରାଶିତେଲ, ସୋରିଷତେଲ ପରି) ତିଅଣକୁ ସୁସ୍ୱାଦୁ କରି— ବାରେ ବ୍ୟବହୃତ ହୁଏ ଓ ଏ ମଞ୍ଚିର ଶସ ପିଠା ଓ ମିଠାଇରେ ପଡ଼େ]