ଚିରଟୀ
ଦେଖଣା
ଚିରଟୀ
ଉଚ୍ଚାରଣ
[ସମ୍ପାଦନା]ଚିରଣ୍ଟୀ, ଚିରିଣ୍ଟୀ, ଚିରିଣିକା, ଚିରିଣ୍ଠୀ, ଚିରଣ୍ଢୀ, ଚିରିଟୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଚିର+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ ଅ +ସ୍ତ୍ରୀ. ଈ; ନିପାତନ)
[ସମ୍ପାଦନା]- ୧. ଯେଉଁ କନ୍ୟା ପିତୃ ଗୃହରେ ଆଜୀପନ ବାସ କରେ (ବିବାହିତା କିମ୍ୱା ଅବିବାହିତା ଅବସ୍ଥାରେ); ଅତି ଗେହ୍ଲାଝିଅ; ପିତୃଗୃହବାସିନୀ କନ୍ୟା; ବିବାହିତା ହୋଇ ମଧ୍ୟ ପିତୃଗୃହବାସିନୀ କନ୍ୟା —A daughter who (instead of living in her husband's house) lives in her father's house through life; a woman (married or unmarried) who on account of fondness or affection of the parnets passes her whole life in her father's house.
- ୨. ଯୁବତୀ (ହିନ୍ଦୀ - ଶବ୍ଦସାଗର) —୨. A young woman.