Jump to content

ଚିରତୁଷାରବଳୟ

ଉଇକିଅଭିଧାନ‌ରୁ

ଚିରତୁଷାରବଳୟ

ଉଚ୍ଚାରଣ

[ସମ୍ପାଦନା]

ଚିରତୁଷାର ରେଖା, ଚିରତୁଷାର ସୀମାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ଆଧୂନିକ ବ୍ୟବହାର)

[ସମ୍ପାଦନା]

ପର୍ବତ ବା ଦେଶର ଯେଉଁ ଭାଗ ସବୁ ଦିନେ ବର— ଫରେ ଆଚ୍ଛାଦିତ ହୋଇ ରହି ଥାଏ (ଅର୍ଥାତ ଯେଉଁ ସ୍ଥାନରେ ବରଫ ଖରାରେ ସୁଦ୍ଧା ତରଳେ ନାହିଁ) ତାହାର ସର୍ବନିମ୍ନ ସୀମା — Snowline; the line of perpetual snow.