Jump to content

ଚିରତୃଷିତ

ଉଇକିଅଭିଧାନ‌ରୁ

ଚିରତୃଷିତ

ଉଚ୍ଚାରଣ

[ସମ୍ପାଦନା]
(ଚିରତୃଷିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସୁପ୍ ସୁପ୍ ସମାସ)

[ସମ୍ପାଦନା]

ଦୀର୍ଘକାଳ ହେଲା ପାଣି ପିଇ ନ ଥିବାରୁ ଅତ୍ୟନ୍ତ ତୃଷାତୁର (ବ୍ୟକ୍ତି) — (person) Very thirsty, not having drunk for a long time.

ଚନ୍ଦ୍ରରୁ ଚିପୁଡି ସୁଧା ଝରି ଚିରତୃଷିତର ମୂଖେ ଭରି—କବିସୂର୍ଯ୍ୟ, କିଶୋରୀଚମ୍ପୂ ତ ଗୀତ