Jump to content

ଚିରନିର୍ଦ୍ଦିଷ୍ଟ

ଉଇକିଅଭିଧାନ‌ରୁ

ଚିରନିର୍ଦ୍ଦିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସୁପ୍ ସୁପ୍ ସମାସ)

[ସମ୍ପାଦନା]

ଚୁରକାଳ ସକାଶେ ସ୍ଥିରୀକୃତ; ଯହିଁରେ କେଭେଁ ବ୍ୟତିକ୍ରମ ଘଟିବ ନାହିଁ; ଅପରିବର୍ତ୍ତନୀୟ —Ever constant, immutable.