ଚିରପରିଚିତ
ଦେଖଣା
ଚିରପରିଚିତ
ଉଚ୍ଚାରଣ
[ସମ୍ପାଦନା](ଚିରପରିଚିତା—ସ୍ତ୍ରୀ)
(ଚିରପରିଚୟ—ବିଂ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ସୁପ୍ ସୁପ୍ ସମାମ; ଚିର+ପରିଚିତ)
[ସମ୍ପାଦନା]- ୧. ଦୀର୍ଘକାଳ ଯେଉଁ ବ୍ୟକ୍ତିଙ୍କ ସଙ୍ଗେ ପରିଚୟ ବା ଜଣାଶୁଣା ଅଛି — ୧. Long acquainted or familiar; known for a pretty long time.
- ୨. ବହୁକାଳ ହେଲା ଯେଉଁ କାର୍ଯ୍ୟ ଅଭ୍ୟାସ କରାଯାଇଅଛି; ଚିରାଭ୍ୟସ୍ତ —୨. Long practised.