Jump to content

ଚିରପୋଷିତ

ଉଇକିଅଭିଧାନ‌ରୁ

ଚିରପୋଷିତ

ଉଚ୍ଚାରଣ

[ସମ୍ପାଦନା]
(ଚିରପୋଷିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ସୁପ୍ ସୁପ୍ ସମାସ; ଚିର+ପୋଷିତ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଦୀର୍ଘକାଳ ହେଲା ପାଳନ କରାଯାଉଛି —୧. Long maintained.
୨. ବହୁକାଳ ହେଲା ଯେଉଁ ଆଶା ବା ଇଚ୍ଛା ମନରେ ପୋଷଣ କରାଯାଇଛି —୨. Long cherished hope or desire.