ଚିରପ୍ରବାହିତ
ଦେଖଣା
ଚିରପ୍ରବାହିତ
ଉଚ୍ଚାରଣ
[ସମ୍ପାଦନା](ଚିରପ୍ରବାହିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସୁପ୍ ସୁପ୍ ସମାସ; ଚିର+ପ୍ରବାହିତ)
[ସମ୍ପାଦନା]- ୧. ଯାହା ଆବହମାନକାଳରୁ ବହି ଆସୁ— ଅଛି —୧. Ever flowing; ever running.
- ୨. ବାର ମାସ ଯହିଁରେ ସୁଅ ଥାଏ; ଯେଉଁ ନଈର ସୁ ଖରାଦିନେ ସୁଦ୍ଧା ଶୁଖିଯାଏ ନାହିଁ — ୨. Having a current flowing throughout the year; perennial.
ଚିରପ୍ରବାହୀ—ବିଶେଷଣ - ପୁଂ, ଚିରପ୍ରବାହିଣୀ—ବିଶେଷଣ - ସ୍ତ୍ରୀଅନ୍ୟରୂପ ===
- ୩. ଯେଉଁ ନଦୀ ଆଦିର ସ୍ରୋତ ବା ପ୍ରବାହ ଆଦୌ ବନ୍ଦ ହୁଏ ନାହିଁ —୩. Never drying; never ceasing to flow.