Jump to content

ଚିରପ୍ରାପ୍ତ

ଉଇକିଅଭିଧାନ‌ରୁ

ଚିରପ୍ରାପ୍ତ

ଉଚ୍ଚାରଣ

[ସମ୍ପାଦନା]
(ଚିରପ୍ରାପ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସୁପ୍ ସୁପ୍ ସମାସ; ଚିର+ପ୍ରାପ୍ତ)

[ସମ୍ପାଦନା]
୧. ଯାହା ବହୁଦିନପୂର୍ବେ ମିଳିଥିଲା — ୧. Acquired long long ago.
୨. ଯାହାର ଆଜନ୍ମ ତପସ୍ୟା ବା ସାଧନରେ ମିଳିଅଛି ୨. Acquired after lifelong labour or penance.
୩. ଯାହା ବହୁ ବିଳମ୍ୱରେ ମିଳିଅଛି — ୩. Got after a long delay.
୪. ଯାହା ଯାବଜ୍ଜୀବନ ଭୋଗକରିବା ସକାଶେ ମଳିଛି — ୪. Acquired for lifelong enjoyment.