ଚିରପ୍ରାର୍ଥିତ
ଦେଖଣା
ଚିରପ୍ରାର୍ଥିତ
ଉଚ୍ଚାରଣ
[ସମ୍ପାଦନା](ଚିରପ୍ରାର୍ଥିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସୁପ୍ ସୁପ୍ ସମାସ; ଚିର+ପ୍ରାର୍ଥିତ)
[ସମ୍ପାଦନା]- ୧. ଯେଉଁ ବସ୍ତୁକୁ ପାଇବା ପାଇଁ ବହୁକାଳ ହେଲା ଅଭିଳାଷ କରା ଯାଇଅଛି; ଚିରବାଞ୍ଛିତ —୧. Ever prayed for.
- ୨. ଯାହା ପାଇବାପାଇଁ ଆଜୀବନ ପ୍ରାର୍ଥନା କରା ଯାଇଅଛି — ୨. That for whom prayers are offered since a long time.
- ୩. ଯାହାକୁ ବହୁକାଳ ଅନୁସରଣ ବା ପ୍ରାର୍ଥନା କରା ଯାଇଅଛି — ୩. One who has been approached or solicited for a long time.